Odia Blog

ଓଡ଼ିଶାର ସାହିତ୍ୟ,ସଂସ୍କୃତି ଓ ଧର୍ମଧାରା
Date : September 8, 2025

ଭାଷା ହେଉଛି ଭାବର ବାହାକ । ଯାହାର ଭାଷା ଯେତିକି ବଳିଷ୍ଠ ସେ ଜାତି ସେତିକି ଉନ୍ନତ । ଦୁହେଁ ଅଭିନ୍ନଭାବ ସମ୍ବନ୍ଧରେ ଆବଦ୍ଧ । ଭାଷା ନଥିଲେ ଜାତି କିମ୍ବା ଜାତି ନଥିଲେ ଭାଷାର ସ୍ଥିତି ସମ୍ଭବ ନୁହେଁ । ଏକା ମଣିଷ ନୁହେଁ ପଶୁ,ପକ୍ଷୀଜାତିର ବି ଭାଷା ରହିଛି । ହୁଏ ତ ତାହା ଶବ୍ଦ ବା ଧ୍ୱନି ଯାହାକିଛି ହୋଇପାରେ । ଯାହାହେଲେ ବି ଭାବବ୍ୟଞ୍ଜକ ଧ୍ୱନି ରୂପେ ହିଁ ତାହାର ବ୍ୟବହାର । ସବୁ ପ୍ରାଣୀ ମଧ୍ୟରେ ମନୁଷ୍ୟର ଭାଷା ସର୍ବାଧିକ ଉନ୍ନତ । ତାହା ମଣିଷ ଭାବନାର ଶବ୍ଦବ୍ରହ୍ମ ରୂପ ।

 
ଲେଖକ- ଡକ୍ଟର ବେଣୀମାଧବ ପାଢ଼ୀ 
ଅଧିକ ଜାଣନ୍ତୁ...
 









Other Blogs (Total: 184)
»   ଘର

Copyright © 2025 Odia Virtual Academy. All rights reserved      Total Visitors-   1

scroll