ଓଡ଼ିଆ ବ୍ଲଗ୍‍

ନବଯୁଗ ସାହିତ୍ୟ
ତାରିଖ : ସେପ୍ଟେମ୍ବର ୮, ୨୦୨୫

ଥରେ ଜଣେ ଚୀନଦେଶୀୟ ମହିଳା ଭାରତ ଭ୍ରମଣ କରିବାପାଇଁ ଆସିଥିଲେ । ଆଗ୍ରାର ତାଜମହଲକୁ ଦେଖି ସେ ମୁଗ୍‍ଧ ହୋଇ ଯାଇଥିଲେ । ସେ କହିଥିଲେ ଯେ, ଚୀନ ଭାରତଠାରୁ ଶାନ୍ତି, ସାମ୍ୟ ଓ ମୈତ୍ରୀ ଗୁଣ ଶିକ୍ଷା କରିବାର ସୁଯୋଗ ପାଇଛି । ଭାରତ ଅନ୍ୟ ଦେଶମାନଙ୍କୁ ପରାଧୀନ ବା ଧ୍ୱଂସ ନ କରି ଯୁଗେ ଯୁଗେ ସେମାନଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ କରି ଆସିଛି । ସେହି ମହିଳାଙ୍କ ମତରେ ଆମ ଭାରତବର୍ଷ କେବଳ ଚୀନ ପାଇଁ ନୁହେଁ, ସମଗ୍ର ପୃଥିବୀର ଏକ ଜ୍ୱଳନ୍ତ ଆଦର୍ଶ ।

 
ଲେଖକ-  ପଦ୍ମଭୂଷଣ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll