ଓଡ଼ିଆ ବ୍ଲଗ୍‍

ବାସନ୍ତୀ
ତାରିଖ : ସେପ୍ଟେମ୍ବର ୨୪, ୨୦୨୫

ବାସନ୍ତୀ–ରୂପର ଅନୁରୂପ ନାମଟି–ବସନ୍ତର ଗୋଟିଏ ପ୍ରତିଛବି । ସେହି ଫୁଲଗନ୍ଧର ମଦିରାରେ ତା’ ଅନ୍ତର ଯେପରି ଚିରଦିନ ସୌରଭିତ । ସେହି କୋକିଳ ଧ୍ୱନି ପ୍ରତିଧ୍ୱନିତ ହେବାର ତାହାରି କଣ୍ଠ ଏକା ଉପଯୁକ୍ତ ସ୍ଥଳ । ପରମ ବିଭବଶାଳୀ ବସନ୍ତଋତୁର ଅପ୍‌ସରା ସେ, ଶରତର ଶୁଭ୍ର ସମ୍ଭାରରେ ଅଧିକତର ରମଣୀୟ ତାହାର ରୂପକାନ୍ତି । କିନ୍ତୁ ଆଜି ଏହି ସୁପ୍ରଭାତରେ ଖଣ୍ଡେ ବିଷାଦ–ବଉଦ ଉଠି ତାହାର ଶରତନିର୍ମଳ ମୁଖମଣ୍ଡଳଟିକି ମଳିନ କରି ରଖିଛି, ତୁଷାରପୀଡ଼ିତା ନୀଳ ଅପରାଜିତା ପରି ଅଶ୍ରୁସିକ୍ତ ତାହାର ନୟନ ଯୁଗଳ ।

ଲେଖକ- ଶ୍ରୀ ଭିକାରିଚରଣ ଦାଶ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୧୮










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll