ଓଡ଼ିଆ ବ୍ଲଗ୍‍

ଜୀବନ ମରଣ
ତାରିଖ : ସେପ୍ଟେମ୍ବର ୨୦, ୨୦୨୫

ସଂସାରର ନିୟମ, ଜଣେ ଘୂରିବୁଲେ ରାଜପଥରେ ଭିକ ମାଗି ମାଗି । ଅନ୍ୟ ଜଣେ ବସେ ନରମ ଗଦି ଉପରେ ଆରାମରେ ତିନି ତାଲା କୋଠା ଭିତରେ । ସେହି ନିୟମର ଗତିରେ କେଚା ଗୌନ୍ତିଆର ଝିଅ ମଶାନ୍‍ ଆଜି ଅନିର୍ଦ୍ଦିଷ୍ଟ ପଥର ପଥରପଥିକ । ଭବିଷ୍ୟତର ଅନ୍ଧକାର ଭିତରୁ ସେ ଜୀବନର ସନ୍ଧାନ ପାଇଁ ଘର ଛାଡ଼ିଛି । ରାସ୍ତାକୁ ପାଦ ବଢ଼େଇଛି । ସଂଗ୍ରାମଶୀଳ ବିରାଟ ଦୁନିଆରେ ହୁଏତ ସେ ବଞ୍ଚିବ ମଣିଷ ପରି...ନ ହେଲେ ସଂଘର୍ଷ ଭିତରେ ଦଳି ପେଷି ହୋଇ ଧ୍ୱଂସ ପାଇଯିବ । ଏଇତ ଜୀବନ ?

 
ଲେଖକ- ବଂଶୀଧର ମହାନ୍ତି 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୧୮
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll