ଓଡ଼ିଆ ବ୍ଲଗ୍‍

ନାରୀ ଜଗତ
ତାରିଖ : ସେପ୍ଟେମ୍ବର ୧୧, ୨୦୨୫

ନାରୀର ଆତ୍ମାର ସୌରଭ ଉଡ଼ି ଯାଉଛି, ତାହାର ବାହ୍ୟରୂପ ନେଇ ପୁରୁଷ ତାହାର ସ୍ତାବକ ହୋଇ ତାକୁ ନିବେଦନ କରୁଛି—‘‘ତୁମେ କି ସୁନ୍ଦର ।’’ ଏଥିରେ ନାରୀ ଆତ୍ମହରା ହୋଇ ନିଜର ଶ୍ରେୟର ପଥରେ ମୂଳରୁ କଣ୍ଟକ ରୋପି ଦେଉଅଛି । ଆପାତ ପ୍ରେୟ କେବଳ ତା’ର କାମନାର ବସ୍ତୁ ହୋଇ ପଡ଼ୁଅଛି ।

ବହି- ନାରୀ ଜଗତ
ଲେଖିକା- ଶ୍ରୀମତୀ ସରଳା ଦେବୀ
https://ova.gov.in/de/ReadEbooks?bid=2nltq04ztmk=










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll