ଓଡ଼ିଆ ବ୍ଲଗ୍‍

ପ୍ରତିବିମ୍ବ
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

କିଏ ତୁମ୍ଭେ ମା ? କେଉଁ ରାଜାର ସ୍ନେହମୟୀ ଜନନୀ କିମ୍ବା କେଉଁ ରାଜାର ଆଦରର ଗୃହଲକ୍ଷ୍ମୀ ବା ରାଜଲକ୍ଷ୍ମୀ ? ମା’ ! ଆମ୍ଭେମାନେ କିଛି ଜାଣୁନା । କିନ୍ତୁ ଆମ୍ଭେମାନେ ଏତିକିରେ ସୁଖି ଯେ ତୁମ୍ଭେ ମନୁଷ୍ୟକୁ ଆଶୀର୍ବାଦ କରୁଅଛ ଏବଂ ବାଣୀରୂପେ ଓ ବିଦ୍ୟାରୂପେ କାହାର କଣ୍ଠ ଦେଶରେ ବସିଅଛ । ସେଥିପାଇଁ ବାଲ୍ମୀକି ଆଜକୁ କେତେ ସହସ୍ର ବର୍ଷ ଅତୀତ ହୋଇଗଲା ତୁମ୍ଭ କୃପାରୁ ସଂସାରକୁ ତୃପ୍ତ କରିଥିଲେ, ତାଙ୍କର ସାଧୁଶୁଦ୍ଧ ଚିତ୍ତର ସଙ୍ଗୀତ ସେଥିପାଇଁ ବିଶ୍ୱବାସୀଙ୍କୁ ଆଜି ଯାଏଁ ମୁଗ୍ଧ କରୁଅଛି ଏବଂ କେତେକାଳ ଯେ କରିବ ତାହାର ଇୟତ୍ତା ନାହିଁ ।

 

ଲେଖକ- ଶ୍ରୀ ଲାଲପ୍ରତାପ ନାରାୟଣ ରାୟ 
ଅଧିକ ଜାଣନ୍ତୁ...









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll