ଓଡ଼ିଆ ବ୍ଲଗ୍‍

ଆଧୁନିକ ତାଳଚେର
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ରଜତୋଜ୍ଜ୍ୱଳ ସୂର୍ଯ୍ୟ କିରଣାବଳୀ ବିଞ୍ଚି ଯାଉଅଛି, ଯାହାର ସ୍ପର୍ଶରେ ମୋହାଚ୍ଛନ୍ନ ମାନବ ମନ ଜାଗ୍ରତ ହୋଇ ଉଠୁଅଛି, ସେହି ଯେଉଁ ପ୍ରସନ୍ନ ନିର୍ମ୍ମତ ଦିକ୍‌ଚକ୍ରବାଳ ଆଜି ଭୁବନର ଆବରଣ ଫିଟାଇ ଦେଇ ହାସ୍ୟ ମୁଖରେ ଦଣ୍ଡାୟମାନ, ସେହି ଯେଉଁ ସ୍ନିଗ୍ଧଶାନ୍ତ ସମୀରଣ ମାନବ ପଶୁପକ୍ଷୀକୁ କୋମଳ ସ୍ପର୍ଶରେ ପୁଲକିତ କରି ଦେଉଅଛି—ବିଶ୍ୱରେ ଯେଉଁ ଆନନ୍ଦ ହିଲ୍ଲୋଳ ଧାଉଁଅଛି ଏହା କଅଣ କେବଳ ଜଡ଼ ପ୍ରକୃତିର ପ୍ରେରଣାରେ ? କ୍ଷଣେ କ୍ଷଣେ ସର୍ବୋତୋ ବିସ୍ତୃତ ମାଧୁର୍ଯ୍ୟରାଶି କ୍ଷରିତ ହେଉଅଛି, କାହାର ଇଙ୍ଗିତ, ଈକ୍ଷଣ ଓ ନିୟନ୍ତ୍ରଣରେ ?
 

ଲେଖକ– ଶଶିଭୂଷଣ  ରାୟ
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll