ପରମାୟୁ ଅଛି ସବୁରି–ସବୁ ଜୀବ ଉଦ୍ଭିଦ ଜଡ଼ବସ୍ତୁ । ସେଇ ପରମାୟୁର ମାପଯନ୍ତ୍ରରେ ମାପିଲେ ଦେହଟା ମୋର ଆଜି ବେଶ୍ ପୁରୁଣା ହୋଇପଡ଼ିଚି; ହେଲେ, ମନ ତାହା ମାନିବାକୁ ଏକାବେଳେ ନାରାଜ ।
ଲେଖକ– ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ ଅଧିକ ଜାଣନ୍ତୁ...
Copyright © 2026 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ