ଓଡ଼ିଆ ବ୍ଲଗ୍‍

ସ୍ୱାଧୀନତାର କାହାଣୀ
ତାରିଖ : ସେପ୍ଟେମ୍ବର ୮, ୨୦୨୫

ବିଜ୍ଞାନୋନ୍ନତ ଆଧୁନିକ ଯୁଗର ଯୁଦ୍ଧପ୍ରଣାଳୀଠାରୁ ଭାରତର ପୂର୍ବକାଳୀନ ଯୁଦ୍ଧପ୍ରଣାଳୀ ଏକାବେଳେକେ ସ୍ୱତନ୍ତ୍ର ଥିଲା । ଆଜିକାଲି ଯେଉଁ ଦେଶ ବିଜ୍ଞାନବଳରେ ଯେତେ ଅଧିକ ମାରଣାସ୍ତ୍ର ନିର୍ମାଣ କରିପାରୁଛି, ତାହାର ସାମରିକଶକ୍ତି ସେତେ ଅଧିକ ବୋଲି ପ୍ରମାଣିତ ହେଉଛି । ମାତ୍ର ପୂର୍ବକାଳରେ ଶାରୀରିକ ବଳ, ବୀରତ୍ୱ, ସାହାସ ଏବଂ ତାହା ସଙ୍ଗେ ଅସି, ବର୍ଛା, ଧନୁ ଓ ବନ୍ଧୁକ ଆଦିର କୌଶଳପୂର୍ଣ୍ଣ ନିପୁଣ ଚାଳନା ହିଁ ବୀରମାନଙ୍କର ପ୍ରଧାନ ଶକ୍ତି ରୂପେ ଗଣ୍ୟ ହେଉଥିଲା ।

 
ଲେଖକ-  ଶ୍ରୀ କୃଷ୍ଣଚନ୍ଦ୍ର କର, ଶ୍ରୀ ଭଗବାନ ପତି 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll