ଓଡ଼ିଆ ବ୍ଲଗ୍‍

ରଚନା ବିଚାର
ତାରିଖ : ସେପ୍ଟେମ୍ବର ୨୪, ୨୦୨୫

ସାହିତ୍ୟର ପ୍ରକାଶ ଭାଷା ମଧ୍ୟରେ । ଭାଷାର ଯଥାଯଥ ବ୍ୟବହାରଦ୍ୱାରାହିଁ ବାସ୍ତବତା, ଆବେଗ ଓ କଳ୍ପନାର ପ୍ରକାଶ ହୋଇପାରେ । ଭାଷାଦ୍ୱାରା ପାଠକ ଓ ଲେଖକ ମଧ୍ୟରେ ଯୋଗାଯୋଗ ସ୍ଥାପିତ ହୋଇପାରେ । ଭାଷା କଳ୍ପନାର ଚିତ୍ରକୁ ସ୍ୱରୂପ ଦେଇପାରେ, ତଥ୍ୟର ବିଜ୍ଞପ୍ତିରେ ସାହାଯ୍ୟ କରିପାରେ, ଆବେଗର ଉଦ୍ଦାମତାକୁ ପ୍ରକାଶିତ କରିପାରେ; ଏଣୁ ଭାଷା ସାହିତ୍ୟର ବାହନ । ଭାଷାଦ୍ୱାରାହିଁ ସାହିତ୍ୟିକ ରଚନା ସମ୍ଭବ ହୋଇପାରେ, ଭାଷା ମାଧ୍ୟରେହିଁ ସାହିତ୍ୟିକର କୌଶଳ ଆତ୍ମପ୍ରକାଶ କରିପାରେ । ଏଣୁ ଭାଷାକୁ କିଭଳି ଭାବରେ ନିୟନ୍ତ୍ରିତ କଲେ ବାସ୍ତବତା ରକ୍ଷିତ ହୋଇ ପାରିବ, କଳ୍ପନା ଯଥାଯଥ ଭାବରେ ପ୍ରକାଶିତ ହୋଇ ପାରିବ ଓ ଆବେଗ ସଂଯତଭାବରେ ସଞ୍ଚାରିତ ହୋଇ ପାରିବ ସାହିତ୍ୟିକ ପକ୍ଷରେ ତାହାହିଁ ପ୍ରଥମେ ଶିକ୍ଷଣୀୟ ।

 
ଲେଖକ- ଗିରିଜାଶଙ୍କର ରାୟ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୧୦









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll