ଓଡ଼ିଆ ବ୍ଲଗ୍‍

ଅଲିଭା ଶିଖା
ତାରିଖ : ଡିସେମ୍ବର ୧୯, ୨୦୨୫

ଘନଘନ ଜେଲବରଣ ହେତୁ ପ୍ରାଣନାଥଙ୍କ ପାରିବାରିକ ଜୀବନରେ ଘନଘନ ବିଚ୍ଛେଦ ସଂଘଟିତ ହୋଇଛି ସତ; କିନ୍ତୁ ସ୍ୱାମୀ–ସ୍ତ୍ରୀଙ୍କ ଉତ୍ତମ ବୁଝାମଣା ଯୋଗୁଁ ସେମାନଙ୍କ ବୈବାହିକ ଜୀବନ ଆଦର୍ଶ ହୋଇ ରହିଛି । ଶ୍ରୀମତୀ ପଟ୍ଟନାୟକ ସାଧାରଣ ପତ୍ନୀଭାବରେ ଅଭିମାନିନୀର ଭୂମିକା ନେଇ ସ୍ୱାମୀଙ୍କ ଦେଶସେବାରେ ବାଧାଦେବା ପାଇଁ ଚେଷ୍ଟା କରିନାହାନ୍ତି; ବରଂ ସେ ସ୍ୱାମୀଙ୍କୁ ଦେଶସେବା କରିବାରେ ସାହାଯ୍ୟ କରିଛନ୍ତି । ନିଜେ ସାହସର ସହିତ ପୁଅମାନଙ୍କ ପ୍ରତିପାଳନର ଦାୟିତ୍ୱ ନେଇଥିବାରୁ ପ୍ରାଣନାଥ ପୂର୍ଣ୍ଣପ୍ରାଣରେ ନିଜର କଣ୍ଟକମୟ ବିପ୍ଳବ ପଥରେ ଆଗେଇ ପାରିଛନ୍ତି ।

ଲେଖକ- ଶ୍ରୀ ଅମୂଲ୍ୟକୃଷ୍ଣ ମିଶ୍ର 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 48










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll