ଓଡ଼ିଆ ବ୍ଲଗ୍‍

ଭୁଲି ହୁଏନା
ତାରିଖ : ସେପ୍ଟେମ୍ବର ୨୨, ୨୦୨୫

ଘର ବାହାରେ ମଧ୍ୟାହ୍ନର ଆଲୋକ । ଘରଭିତରେ ଅନ୍ଧାର, ନିର୍ଜନତା । ଅନ୍ଧାର ଭିତରେ ସଭ୍ୟତା ଓ ସଂସ୍କୃତି ଲୋପ ହୁଅନ୍ତି । ମଣିଷର ଆଦିମ ପ୍ରକୃତି ମୁଣ୍ଡ ଟେକେ । ନିରୋଳା, ନିର୍ଜନ ପରିସ୍ଥିତିରେ ମନର ପଶୁ ବଳିଷ୍ଠ ହୁଏ, ବୋବାଳି ଛାଡ଼େ । ସଭ୍ୟତାର ଆଭରଣ ସମାଜ ପାଇଁ । ସଂସ୍କୃତିର ବନ୍ଧନ ସମାଜ ପାଇଁ । ପାପ ଓ ପୁଣ୍ୟର ଭେଦ ସମାଜ ପାଇଁ । ଯେଉଁଠି ସମାଜ ନାହିଁ, ସମାଜର ମଣିଷ ଯେଉଁଠି ଦୂରରେ, ଦୃଷ୍ଟିର ବାହାରେ, ସେଇଠି ମଣିଷ ଆଦିମ, ଜଙ୍ଗଲର ଜୀବ ।

 

ଲେଖକ- ଶ୍ରୀ କାହ୍ନୁଚରଣ ମହାନ୍ତି
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୨୬
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll