ଓଡ଼ିଆ ବ୍ଲଗ୍‍

ରୋହିତର ଡାଏରୀ
ତାରିଖ : ସେପ୍ଟେମ୍ବର ୮, ୨୦୨୫

ଜୀବନ କହିଲେ ଜଣେ ଜଣେ ମଣିଷ ହିସାବରେ ଆମେ ଯାହାକିଛି ବୁଝୁ, ତାହା ପ୍ରକୃତରେ ବାୟୋଲଜି ନୁହେଁ, ତାହା ହେଉଛି ବାୟୋଗ୍ରାଫି । ଜୀବନକୁ ବଞ୍ଚିବାକୁ ହୁଏ, ଜୀବନକୁ ଅନୁଭବ କରିବାକୁ ହେଲେ ବାଟ ଚାଲିବାକୁ ହୁଏ । ଏହି ବାଟ ଚାଲିବାକୁ କେହି ଅନ୍ତର୍ଯାତ୍ରା ବୋଲି କହନ୍ତି, ପୁଣି କେହି କେହି ଆରୋହଣ ବୋଲି ମଧ୍ୟ କହିଥାନ୍ତି । ପ୍ରତ୍ୟେକ ମଣିଷ ଯାହାକିଛି କରେ ଓ ଯାହାକିଛି ହୁଏ, ତାହାହିଁ ତା’ର ଜୀବନ । ତାହାହିଁ ତା’ର ପରିଚୟ ଏବଂ ଆହୁରି ଆଗକୁ ବାଟ ଚାଲିବା ଲାଗି ତାହାହିଁ ତା’ର ପାଥେୟ । ଆପଣାର ବାଟଚଲାରେ ଯିଏ ଯେତିକି ସମଗ୍ର ଭାବରେ ସେହି ପରିଚୟଟିକୁ ଲାଭ କରିଥାଏ, ଆପଣାକୁ ସିଏ ସେତିକି ସମଗ୍ର ଭାବରେ ଅନୁଭବ କରିବାକୁ ସମର୍ଥ ହୁଏ ।

 
ଲେଖକ- ଶ୍ରୀ ଚିତ୍ତରଞ୍ଜନ ଦାସ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll