ଓଡ଼ିଆ ବ୍ଲଗ୍‍

ରାତ୍ରଭରି ଦିନ
ତାରିଖ : ସେପ୍ଟେମ୍ବର ୧୭, ୨୦୨୫

ମୁଁ ଏବେ ବ୍ୟବଧାନର ନାୟିକା । ମୋ ମଥାରେ ଓଢ଼ଣୀ, ମୋ କପାଳରେ ସିନ୍ଦୂରଗାର, ମୋ ହାତରେ ସୁହାଗର ସଙ୍ଖା—ମୁଁ କେବଳ ଆଶୀର୍ବାଦ ଆଶାରେ ତୁମ ନିକଟ ଧାଇଁ ଆସିଛି । ତୁମ ପବିତ୍ର ହୃଦୟକନ୍ଦରରୁ ମନଭରି ମୋତେ ଆଶୀର୍ବାଦ ଢାଳିଦିଅ ସଖା । ଯେପରି ଆମ ଅତୀତ ମୋ ସୁହାଗିନୀ ଜୀବନର ପରିସର ମଧ୍ୟରେ ବି ବଞ୍ଚି ରହିବ ।

 
ଲେଖକ- ଶ୍ରୀ କାଳୀ ପ୍ରସାଦ ଦାସ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll