ଓଡ଼ିଆ ବ୍ଲଗ୍‍

ମାଟି କଣ୍ଢେଇ
ତାରିଖ : ସେପ୍ଟେମ୍ବର ୨୩, ୨୦୨୫

ମେଘମୁକ୍ତ ଉଜ୍ଜ୍ୱଳ ଆକାଶର ପିଠିରେ ଗୁଡ଼ିଟିର ଉଡ଼ାଣ ଦିଶୁଥିଲା ଚମତ୍କାର । ଦିଗ୍‌ବଳୟର ଧାରେ ଧାରେ ନଡ଼ିଆ ଓ ତାଳଗଛମାନଙ୍କର ଚେହେରା ଦିଶୁଥାଏ ପ୍ରାର୍ଥନା ସଭାରେ ନତମସ୍ତକ ଭକ୍ତମାନଙ୍କ ପରି । ପ୍ରଥମେ କଣ୍ଟାବୁଦା, ଚମ୍ପା ଓ ଚାକୁଣ୍ଡା, ତା’ପରେ ବର, ଅଶ୍ୱତ୍‌ଥ, ଝାଉଁ ଏବଂ ଶେଷରେ ତାଳ ଓ ନଡ଼ିଆ ଗଛର ଉଚ୍ଚତାକୁ ଟପି ଗୁଡ଼ିଟି ଏବେ ଆକାଶକୁ ଛୁଇଁବା ପାଇଁ ଧାଉଁଥିଲା । ପୋଖତ ଗୁଡ଼ି ଉଡ଼ାଳି କେହି ଲଟେଇର ସବୁଯାକ ସୂତା ଛାଡ଼ି ଦେଇଛି । ପବନ ବି ଅନୁକୂଳ ଅଛି ସହରର ଏଇ ମୋଡ଼ଟାରେ । ଗୁଡ଼ିଟି ଖୁବ୍‌ ଉଚ୍ଚରେ ଉଡ଼ୁଛି, ସଫେଦ ବଉଦ ଓ ଉଡ଼ାଣଖୋର ଚଢ଼େଇମାନଙ୍କ ସ୍ପର୍ଦ୍ଧାକୁ ଅସ୍ୱୀକାର କରି ।

 

ଲେଖକ- ଗୌରହରି ଦାସ
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୪୬










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll