ଓଡ଼ିଆ ବ୍ଲଗ୍‍

ହାଟ-ବାହୁଡ଼ା
ତାରିଖ : ଡିସେମ୍ବର ୧୯, ୨୦୨୫

ଆମ ମଣିଷଙ୍କର ହସ ଓ କାନ୍ଦର ଅଳ୍ପ କେତୋଟି କାରଣ ଭିତରେ ଗୋଟାଏ ହେଲା ଜୀବିକା ଆଉ ଉପାୟ । ଯିଏ ଟଙ୍କା ଆଣି ନ ପାରିଲା ସେ ହେଲା ସବୁ ଆଲୋଚନାର ନାୟକ । କିନ୍ତୁ ଖାଇଲା କି ଉପାସ ରହିଲା ସେଇଟା ବଡ଼ କଥା ହୁଏ ନାହିଁ । କାରଣ କି ମଣିଷ କି ଜୀବଜନ୍ତୁ ସମସ୍ତ ଖାଇବାକୁ ପାଆନ୍ତି—ମୋଟା ବା ପତଳା ଯାହା ହେଇଥାଉ । ଖାଇବାକୁ ନ ପାଇଲେ ସେ ହୁଏ ଦେଶ ଓ ଦଶର ଖବର । ଶାସନ କଳ ଦୋହଲି ଯାଏ—ମଣିଷ ଖାଇବାକୁ ପାଇଲା ନାହିଁ । ଉପାସରେ ମରିଗଲା । ହେଲେ ବି ସେ କଥା କଦବା ଘଟେ ।

ଲେଖକ- ରାଜକିଶୋର ପଟ୍ଟନାୟକ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 43










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll