ଓଡ଼ିଆ ବ୍ଲଗ୍‍

ଅନ୍ଧଗଳିର ଅନ୍ଧକାର
ତାରିଖ : ସେପ୍ଟେମ୍ବର ୨୦, ୨୦୨୫

କେତେ ବିସ୍ତୃତ ଏ ପୃଥିବୀ । କେଡ଼େ ବିଶାଳ ଏ ଆକାଶ ।

ତଳରେ ପଡ଼ି ରହିଛି ସବୁଜ । ଡାକୁଛି । ଆସ, ଆସ, ଫେରିଆସ । ଉପରେ ନୀଳ । ବହୁଦୂରରେ ସେଇ ସବୁଜ ହଜୁଛି ନୀଳରେ । ଚକ୍ରବାଳର ଚତୁଃପାର୍ଶ୍ଵରେ ଉର୍ଦ୍ଧ୍ୱରେ ନୀଳର ବନ୍ୟା । ସବୁର ଅନ୍ତ କେବଳ ସେଇ ନୀଳରେ ସବୁର ଆରମ୍ଭ ସେଇ ନୀଳରେ ।

ନୀଳ । ନୀଳ । ନିଳୀମା ।

 
ଲେଖକ- ରବି ପଟ୍ଟନାୟକ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୩୩
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll