ଓଡ଼ିଆ ବ୍ଲଗ୍‍

ଦଗ୍ଧ ଦାମ୍ପତ୍ୟ
ତାରିଖ : ସେପ୍ଟେମ୍ବର ୧୯, ୨୦୨୫

ସନ୍ଧ୍ୟା ହେଲେ ଯେତେବେଳେ ବାହାରର ଲାଇଟ୍‌ଗୁଡ଼ାକ ଜଳି ଉଠେ । ସେଗୁଡ଼ିକୁ ଚାହିଁ ରହନ୍ତି ଘଡ଼ିଏ କାଳ ମଫସଲର ଲୋକେ । କେଡ଼େ ଆଶ୍ଚର୍ଯ୍ୟ, ଶୂନ୍ୟ ମହାଶୂନ୍ୟରେ ସତେକି ସେ ଦୈବ ସୃଷ୍ଟି ଆଲୋକ । ନାହିଁ ଉତ୍ତାପ, ନାହିଁ ବାଷ୍ପ, ଖାଲି ରଙ୍ଗ ବେରଙ୍ଗ ତମ୍ୱା ତାରର ଆଲୋକ ଖାଦ୍ୟ । କାଚ ଓଢ଼ଣା ତଳେ ଆଲୋକ ଲୁଚି ରହିବାକୁ ଚାହେଁନା । ସଞ୍ଜହେଲେ ସମସ୍ତଙ୍କ ଗାଲ ଆଉ ଦେହରେ ଘସିହୋଇ ଯାଇ, ଲେସିଦିଏ ମନକୁ ଆଉ ତା’ର ଅତୃପ୍ତ ଆତ୍ମାକୁ ।

 
ଲେଖକ- ଡକ୍ଟର  ବିପିନ୍‌ ଗୋସ୍ୱାମୀ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll