ଓଡ଼ିଆ ବ୍ଲଗ୍‍

ସୂର୍ଯ୍ୟାସ୍ତ
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ଯେଉଁମାନେ ମୋତେ ସମାଲୋଚନା କରନ୍ତି, ମୋର ମନେହୁଏ, ଯଦି ସେମାନେ ମୋତେ ଖାଲି ମରିବାକୁ କହନ୍ତେ ତାହାହେଲେ ସେଟା ବରଂ ଭାରି ଭଲ ହୁଅନ୍ତା । ଆମ ଭିତରେ ଭଲଲୋକ ବୋଲି କେହି ନାହାନ୍ତି । ନିର୍ବୋଧ, ଭୂତ, ପ୍ରେତ, କୃପଣ, ପାଗଳା କୁକୁର–ଖାଲି ବଡ଼ ବଡ଼ କଥା । ମାନ୍ୟଗଣ୍ୟ ଲୋକେ ମୋ ସହିତ ମିଳାମିଶା କରିବାକୁ ଚାହାନ୍ତି ନାହିଁ । ମୋତେ ସମସ୍ତେ ନିଷ୍କର୍ମା, ମିଥ୍ୟାବାଦୀ, ବଡ଼ଲୋକ, ଉଦାସୀନ ବୋଲି କହନ୍ତି । ମୋଟ କଥା ହେଉଛି ଦୁନିଆଟା ମୋ ପ୍ରତି ବିମୁଖ ।

ଲେଖକ–  ଲକ୍ଷ୍ମୀନାରାୟଣ ମହାନ୍ତି
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll