ଓଡ଼ିଆ ବ୍ଲଗ୍‍

ଦେଶ, କାଳ ପାତ୍ର ଓ ମନୀଷୀ ଫକୀରମୋହନ
ତାରିଖ : ସେପ୍ଟେମ୍ବର ୮, ୨୦୨୫

ଭାରତବର୍ଷରେ ଆଧୁନିକ ଓ ମଧ୍ୟଯୁଗୀୟ ସାହିତ୍ୟ ଭିତରେ ପ୍ରଧାନ ପାର୍ଥକ୍ୟ ହେଉଛି ସେଗୁଡ଼ିକ ପ୍ରଚାର କରିବାର ଉପାୟ, ମଧ୍ୟଯୁଗୀୟ ସାହିତ୍ୟ ପ୍ରଚାର ହେଉଥିଲା ପାଣ୍ଡୁଲିପିରେ ଓ ଗାୟକମାନଙ୍କ ମୁଖରେ ଆଉ ଆଧୁନିକ ସାହିତ୍ୟ ପ୍ରଚାର ହେଉଛି ପ୍ରଧାନତଃ ଛପା ବହିରେ । ଗତ ଶତାବ୍ଦୀରେ ଓଡ଼ିଆ ଓ ବଙ୍ଗାଳୀ ବୁଦ୍ଧିଜୀବୀମାନଙ୍କ ଭିତରେ ସମସାମୟିକ ପତ୍ର-ପତ୍ରିକାରେ ଯେଉଁ ସଂଘର୍ଷ ଘଟିଥିଲା, ତା’ର ମୂଳ କାରଣ ହେଲା ଆଧୁନିକ ଛପା ସାହିତ୍ୟର ବ୍ୟୟସାପେକ୍ଷତା । ଯେତେବେଳେ ଓଡ଼ିଆ ଓ ବଙ୍ଗଳା ସାହିତ୍ୟ ପାଣ୍ଡୁଲିପିରେ ଚଳୁଥିଲା, ସେତେବେଳେ ଓଡ଼ିଆ ଓ ବଙ୍ଗାଳୀମାନଙ୍କ ଭିତରେ ପ୍ରାୟ କୌଣସି ବିବାଦ ନ ଥିଲା । 

 
ଲେଖକ-  ଡଃ ଜେ.ଭି. ବୋଲ୍‍ଟନ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll