ଓଡ଼ିଆ ବ୍ଲଗ୍‍

ଚନ୍ଦ୍ରିକାର ଚୁଡ଼ି
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ଜୀବନକୁ ଅର୍ଦ୍ଧଶତାବ୍ଦୀ ପର୍ଯ୍ୟନ୍ତ ଭୋଗ କରିସାରିଲେଣି ଦେବାଶୀଷବାବୁ । ଅଥଚ ତାଙ୍କ ମୁଣ୍ଡର ଘନକୃଷ୍ଣ କେଶଗୁଚ୍ଛ, ଶରୀରର ନିଟୋଳ ସ୍ୱାସ୍ଥ୍ୟକୁ ଦେଖିଲେ ମନେହୁଏ, ତାଙ୍କର ଦୁଃସାହସିକ ଜୀବନର ସୀମାକୁ ବାର୍ଦ୍ଧକ୍ୟ ସ୍ପର୍ଶ କରିବାକୁ ଯେପରି ସାହସ କରିପାରିନି । କେତେବେଳେ ଫାଇଲ୍ ଭିତରେ ମଜ୍ଜି ଯାଆନ୍ତି ତ କେବେ କେବେ ମନଟା ତାଙ୍କର ଘୂରି ବୁଲୁଥାଏ କେଉଁ ଅଗନାଅଗନୀ ବନର ପାହାଡ଼ କନ୍ଦରରେ ।
ଗୁଇନ୍ଦା ଦେବାଶୀଷବାବୁଙ୍କର ବିଚକ୍ଷଣ ବୁଦ୍ଧି, ରହସ୍ୟ ଓ ରୋମାଞ୍ଚକୁ ନେଇ କାହାଣୀଟି ଗତିଶୀଳ । ଯାହା ପାଠକଙ୍କ ପାଖରେ ବେଶ୍ ଆଦୃତ ହୋଇପାରିଛି ।

 
ଲେଖକ-  ରାଧାଗୋବିନ୍ଦ ପଟ୍ଟନାୟକ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll