ଓଡ଼ିଆ ବ୍ଲଗ୍‍

ଅପରାହ୍ନର ଆକାଶ
ତାରିଖ : ସେପ୍ଟେମ୍ବର ୨୦, ୨୦୨୫

ଭାରତର ଅନ୍ୟାନ୍ୟ ଅଞ୍ଚଳ ଭଳି ଓଡ଼ିଶାରେ ଏହା ଏକ ସାର୍ବଜନୀନ ଉତ୍ସବ । ବିଶେଷକରି ମଙ୍ଗରାଜ ବଂଶର ପତଙ୍ଗଧର୍ମୀ ଉନ୍ମାଦନା ଯୋଗୁଁ କଦମ୍‍ପାଳରେ ଦୋଳପୂର୍ଣ୍ଣିମା ଗୋଟିଏ ମହୋତ୍ସବରେ ପରିଣତ ହୋଇ ଆସିଚି । ଜାଗର ଅମାବାସ୍ୟା ପରେ ପରେ ପ୍ରତିବର୍ଷ ମଙ୍ଗରାଜଙ୍କ ଘର–ବାହାରେ ଏଥିପାଇଁ ଗୋଟିଏ ସାଜ ସାଜ ରବ ଖେଳିଯାଏ । ଯେମିତି ବିଜୟ ଅଭିଯାନର ଆୟୋଜନ । ଏ ବର୍ଷ ମଧ୍ୟ ସେହିପରି ହେଲା ।

 
ଲେଖକ- ଜ୍ଞାନୀନ୍ଦ୍ର ବର୍ମା 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୪୦
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll