ଓଡ଼ିଆ ବ୍ଲଗ୍‍

ଶୁଭବାର୍ତ୍ତା
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ଯତ୍ନ ଓ ଚେଷ୍ଟା ଦ୍ୱାରା ସମସ୍ତ ବିଷୟ ସିଦ୍ଧ ହୁଏ । ବିଫଳ ହେଲେ ବାରମ୍ବାର ଚେଷ୍ଟାକର । ଯେବେ ଚେଷ୍ଟା କରିବା ସତ୍ତ୍ୱେ ସିଦ୍ଧି ଲାଭ ନ ହୁଏ, ତେବେ ଜାଣିବ ଯେପରି ଚେଷ୍ଟା କରିବା ଉଚିତ୍‍ ସେପରି କରିନାହିଁ । ଚେଷ୍ଟା କଲେ ସବୁ ବିଷୟ ସହଜ ଓ ଅନାୟାସରେ ସାଧ୍ୟ ହେବ । କ୍ରମେ ଏହା ଅଭ୍ୟାସ ହୋଇ ସ୍ୱଭାବରେ ପରିଣତ ହେବ । ପ୍ରକୃତରେ ଭଗବାନ କିଛି ଅଭାବ ରଖନ୍ତି ନାହିଁ । ଅଭାବ କେବଳ ମନୁଷ୍ୟ ମନରେ । ସୁଃଖ-ଦୁଃଖ, ଅଭାବ-ଅଶାନ୍ତି ସବୁ ମନରେ; ମାତ୍ର ବାହାରେ ନୁହେଁ । ଯାହାର ଯେପରି ଭାବ, ତାହାର ସେପରି ଲାଭ ।

ଲେଖକ– ବୈକୁଣ୍ଠନାଥ ବ୍ରହ୍ମଚାରୀ
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll