ଓଡ଼ିଆ ବ୍ଲଗ୍‍

ମନ ଅରଣ୍ୟ
ତାରିଖ : ସେପ୍ଟେମ୍ବର ୮, ୨୦୨୫

ଅତୀତଟାକୁ ପ୍ରାୟ ଆଚ୍ଛନ୍ନ କରି ରହିଛି ଏ ସ୍ମୃତିବହୁଳ ସ୍କୁଲ ଜୀବନ । ପରବର୍ତ୍ତୀ ଜୀବନ ତାକୁ ଆଶ୍ରୟ କରି, ତାହାରି ସ୍ୱପ୍ନରେ ରଞ୍ଜେଇ ହୋଇ ବଢ଼ି ଉଠିଛି, ଗଢ଼ି ଉଠିଛି । ଏବେ ମଧ୍ୟ ସେ ସ୍କୁଲ ଆପଣାର । ତା’ ବିଷୟରେ କିଏ କେଉଁଠି ପଦେ କହିଦେଲେ ନିଜ ଦେହରେ ବାଜେ, ଆଉ ଆମ ସାର୍‍..... ସମସ୍ତେ ଗୋଟିଏ ଗୋଟିଏ ଅନୁଷ୍ଠାନ । ଆଉ ଗୋଟିଏ ଯୁଗର, ଆଉ ଗୋଟିଏ ରୀତିର କୋଣାର୍କ, ଲିଙ୍ଗରାଜ ପରି ଆମ ପରମ୍ପରାର ଚକା ପଥର ସେମାନେ । ତାଙ୍କଠୁ ଯାହା ପାଇଛୁ ଆମ ପରବର୍ତ୍ତୀ ବଂଶଧରଙ୍କୁ ତାହା ଦେଇ ନ ପାରି ହୁଏତ ଋଣୀ ହୋଇ ରହିଯିବୁ ନା କ’ଣ !!

 
ଲେଖକ- ଅଧ୍ୟାପକ ଚନ୍ଦ୍ରଶେଖର ରଥ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll