ଓଡ଼ିଆ ବ୍ଲଗ୍‍

ସାହିତ୍ୟ
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ଜୀବନର ଜଟିଳତା ବୃଦ୍ଧିର ଯେଉଁ ଅମୋଘ ସଂପର୍କ ସମ୍ଭବତଃ ତାହାରି ଏକ ପାଦରେ ସାହିତ୍ୟ କ୍ଷେତ୍ରରେ ଉପନ୍ୟାସର ଆଗମନ । କବିତା ଏବଂ ନାଟକ ସଭ୍ୟତାର ଅବିଚ୍ଛେଦ୍ୟ ଅଂଶ ବିଶେଷ । କିନ୍ତୁ ବିଧିବଦ୍ଧ ନିୟମ ଏବଂ ବାଧାନିଷେଧ ଦ୍ୱାରା ଆବେଷ୍ଟିତ କବିତା ଏବଂ ନାଟକ ବୋଧହୁଏ ଜୀବନର କ୍ରମବର୍ଦ୍ଧମାନ ଜଟିଳତାକୁ ପ୍ରକାଶ କରିବାରେ ଅକ୍ଷମ ହୋଇ ଉଠିଥିଲା ଏବଂ ଗୋଟିଏ ମୁକ୍ତତର ଏବଂ ପ୍ରଶସ୍ତତର ପ୍ରଣାଳୀର ପ୍ରୟୋଜନ ବୋଧହୁଏ ଅନୁଭୂତ ହୋଇଥିଲା ଜଟିଳ ଜୀବନର ଅଭିଜ୍ଞତାକୁ ବ୍ୟକ୍ତ କରିବାପାଇଁ । ଫଳ ସ୍ୱରୂପ ଉପନ୍ୟାସର ଆବିର୍ଭାବ ।

 

ଲେଖକ– କୋଶଳ ସାହିତ୍ୟ ସମାଜ
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll