ଓଡ଼ିଆ ବ୍ଲଗ୍‍

ଏବେ ମଧ୍ୟ ବଞ୍ଚିଛି
ତାରିଖ : ସେପ୍ଟେମ୍ବର ୨୨, ୨୦୨୫

ସମୟଟା ବସନ୍ତ କାଳ । ସେ ବସନ୍ତ ସମୟରେ କବିକଳ୍ପିତ କାବ୍ୟ-କବିତାର କୋକିଳ କେଉଁ ଶ୍ୟାମଳ ବନଗହଳରେ ଅମୃତ ଢାଳୁଥିବ କେଜାଣି, ସେତେ-ବେଳେ ଆସିକା ନିକଟରେ କୋକିଳର ସ୍ୱର ଶଶୁଣାଯାଉ ନଥିଲା । ଏକମାତ୍ର ଶବ୍ଦ ଜଣାପଡୁଥିଲା- ପଟନାୟକେ ପଇସାଟିଏ !
 

ଲେଖକ- ଗୋଦାବରୀଶ ମହାପାତ୍ର
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର:  ୧୦










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll