ଓଡ଼ିଆ ବ୍ଲଗ୍‍

ପ୍ରିୟଦର୍ଶୀଙ୍କ ପ୍ରିୟତମା
ତାରିଖ : ସେପ୍ଟେମ୍ବର ୮, ୨୦୨୫

ମହାପ୍ରତାପୀ, ପ୍ରଚଣ୍ଡ ପରାକ୍ରମଶାଳୀ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିଲା ଇତିହାସ ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ । ତା’ପରେ ବୌଦ୍ଧ ଧର୍ମକୁ ରାଜଧର୍ମରେ ପରିଣତ କରି ମୌର୍ଯ୍ୟ ସମ୍ରାଟ ଚଣ୍ଡାଶୋକ ଧର୍ମ ବିବର୍ଦ୍ଧନ ପ୍ରିୟଦର୍ଶୀ ଅଶୋକ ରୂପେ ଜଗତ ବିଖ୍ୟାତ ହେଲେ ।

ସେହି ପ୍ରିୟଦର୍ଶୀ ଅଶୋକଙ୍କର ପରିଣତ ବୟସର ପ୍ରିୟତମା ତିଷ୍ୟରକ୍ଷିତା ଓରଫ ତରଙ୍ଗବାଳା ତାଙ୍କର ଅସୁସ୍ଥତା ସମୟରେ ଚକ୍ରାନ୍ତ କରି ଯୁବରାଜ ସୁଶ୍ରୀ କୁନାଳ ଦେବଙ୍କୁ ନେତ୍ରହୀନ ବୌଦ୍ଧଭିକ୍ଷୁରେ ପରିଣତ କରିଦେଲା । ସୁଚରାଜଙ୍କ ପତ୍ନୀ, ଦେବୀ କାଞ୍ଚନମାଳା ତକ୍ଷଶିଳାର ବିଦ୍ରୋହୀମାନଙ୍କୁ ସଙ୍ଗରେ ନେଇ ଭୟଙ୍କର କ୍ରାନ୍ତି ଆରମ୍ଭ କରିଦେବା ଫଳରେ ସମ୍ରାଟ ଅଶୋକ ବନ୍ଦୀ ହେଲେ; ମୌର୍ଯ୍ୟ ସାମ୍ରାଜ୍ୟ ଥରହର ହୋଇଉଠିଲା । ଇତିହାସର ସେହି ରୋମାଞ୍ଚକର–ଲୋମହର୍ଷଣକାରୀ, ପ୍ରେମ ଓ ପ୍ରତିହିଂସା; ଶାନ୍ତି ଏବଂ କ୍ରାନ୍ତିର ଅମର ଗାଥା । ଶିକ୍ଷା ଓ ମନୋରଞ୍ଜନରେ ଭରପୁର ହେଉଛି ପ୍ରିୟଦର୍ଶୀଙ୍କ ପ୍ରିୟତମା । 

 
ଲେଖକ-  ଶ୍ରୀ ଗୋପୀନାଥ ପଣ୍ଡା 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll