ଓଡ଼ିଆ ବ୍ଲଗ୍‍

ଅସ୍ତ ତାରାର ଉପତ୍ୟକା
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ଅଭାବ ଅନାଟନର ଅକାଳ ବନ୍ୟା ମଣିଷ ଅନ୍ତରର ସବୁଜ ଭୂମିରୁ କ’ଣ ସମସ୍ତ ପ୍ରବଣତା, ଦୟା, ନମ୍ରତା ଚାଟିଚୁଟି ନିଃଶେଷ କରି ଏପରି ଧୂସର, ଅସ୍ଥିର କରିଦିଏ । ଯେ ଦୁଃଖୀ, ଚାରି ଦିନରେ ଥରେ ଯାହା ପେଟକୁ ମୁଠାଏ ଦାନା ଯାଏ ନାହିଁ, ସେ କ’ଣ କେବେ କଳ୍ପନା ବଳରେ ନିଜ ଭିତରେ ଭରସା ସୃଷ୍ଟି କରି ଦୁଃଖକୁ କ୍ଷୁଧାକୁ ଦୂରେଇ ଦେଇପାରେ ? ମଣିଷ, ମଣିଷ । ସବୁ ମଣିଷ ଯୋଗୀ ଋଷି ହୋଇପାରିବ ନାହିଁ କି କୌଣସି ନିକାଞ୍ଚନ ସ୍ଥାନରେ ଧ୍ୟାନରତ ହୋଇ ନିଜର ଜୀବନକୁ ଅନ୍ୟଥାରେ ଖର୍ଚ୍ଚ କରିବେ ନାହିଁ । 

 

ଲେଖକ– ଶ୍ରୀ ଧୁନ ଖୁଣ୍ଟିଆ 
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll