ଓଡ଼ିଆ ବ୍ଲଗ୍‍

ଚଲାପଥର ଗୀତିଗାଥା
ତାରିଖ : ସେପ୍ଟେମ୍ବର ୧୮, ୨୦୨୫

ନିଶାଚର ପକ୍ଷୀଟି ଅରୁଚିକର ଏକ ଟଣା ସ୍ୱରରେ ରାବିଚାଲିଥିଲା । ବାହାରେ ଧୀରେ ଧୀରେ ଜ୍ୟୋତ୍ସ୍ନା ମ୍ଳାନ ହୋଇ ଆସୁଥିଲା । ଗୋଟିଏ ଦିଗରୁ ରାତିଟା ତା’ ପାଇଁ ରହସ୍ୟମୟ ଜଣାପଡ଼ୁଥିଲା । ସମ୍ମୁଖରେ ନବଜୀବନର ଯେଉଁ ପଥଟି ବିସ୍ତୀର୍ଣ୍ଣ ଭବିଷ୍ୟତ ଆଡ଼କୁ ଲମ୍ବିଯାଇଛି, ଆଜି ରାତିଟି ତାହାରି ଅୟମାରମ୍ଭ ମାତ୍ର । କିଏ ଜାଣେ, ସେ ଜୀବନ କେମିତି ହେବ ? କିଏ ଜାଣେ ଜୀବନ- ଲକ୍ଷ୍ମୀ କେଉଁ ସଜ୍ଜାରେ ସେମାନଙ୍କର ଅନିର୍ଦ୍ଦିଷ୍ଟ ଭବିଷ୍ୟତକୁ ପାଥେୟ କରି ସଜାଇ ରଖିଛନ୍ତି ?

 
ଲେଖକ- ବିଭୂତିଭୂଷଣ ବନ୍ଦ୍ୟୋପାଧ୍ୟାୟ, ଡକ୍ଟର ହରିପଦ ଶତପଥୀ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll