ଓଡ଼ିଆ ବ୍ଲଗ୍‍

ନାଁ ମନେ ନାହିଁ
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

“କପି ମାନେ କଣ ? କପି ବୋଲନ୍ତେ କପିଳ ଧର୍ମ । କପିଳ ଧର୍ମ ଏକପ୍ରକାର ଧର୍ମ ସଂପ୍ରଦାୟ । ଚିଲିକା ଭିତରେ ଥିବା କାଳିଜାଈ ଠାକୁରାଣୀଙ୍କ ପୂଜାରେ ଏ ଧର୍ମର ପ୍ରମାଣ ଓ ପରିଚୟ ଉଭୟ ମିଳୁଛି । କାଳିଜାଈ କଣ ? ଯେମିତି ବିରିଜାଈ ସେମିତି । ଦେବୀରୁ ଜେୱୀ, ଜେୱୀରୁ ଜେଈ, ଜେଈ ରୁ ଜାଈ । ଏହିପରି ଏ ବ୍ୟୁତ୍ପତ୍ତି । ‘କାଳିଜାଈ’ ହେଉଛି ‘କଳିଙ୍ଗ ଦେବୀ’। ‘କ’ ରେ କାଳକ୍ରମେ ଏକ ଆକାର ଆସିଗଲା । ‘ଳି’ ରୁ ଅନୁସ୍ୱାରଟା ଝଡ଼ି ପଡ଼ିଲା । ‘ଦେବୀ’ ତ ସହଜେ ‘ଜାଈ’ ହୋଇଗଲା । ଆଉ ରହିଲା କଣ ? ବଡ଼ କଠିନ ଏ ବ୍ୟୁତ୍ପତ୍ତି କରି ଦେଖାହୋଇଛି, ଚେଲିତାଲ ଆଉ କିଛି ନୁହେଁ, ‘ଶ୍ରୀକ୍ଷେତ୍ର’ ଶବ୍ଦରୁ ଅପଭ୍ରଷ୍ଟ । ଶି-ରୀ-ଛ-ତ-ରରୁ ଚେ-ଲି-ତା-ଲ, ବଡ଼ ସହଜ । କେବଳ ଟିକିଏ ଗବେଷଣା ଲୋଡ଼ା–” ନାଁ ମନେ ନାହିଁ

ଲେଖକ- ଶ୍ରୀ ଗୋପୀନାଥ ମହାନ୍ତି 
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll