ଜୀବନ ଦୀପର ଆଶାର ସଳିତା ସରି ଆସିଲେ ବି ବିଜୟ ପାଇଁ ପୁଣି ନୂଆ ସଳିତା ଜଳିବାକୁ ପଡ଼ିଲା । ସଳିତା ଆଜି ଆଉ ଆଲୋକ ଉଛୁଳାଇ ଜଳିଲା ନାହିଁ । ଜଳିଲା, କ୍ଷୀଣ–ଅତି କ୍ଷୀଣ ରୂପ ଧରି–ଦରମଉଳା ଆଲୋକ ଛିଞ୍ଚାଡ଼ି । ଆଠମାସ ପରେ ।
Copyright © 2026 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ