ଓଡ଼ିଆ ବ୍ଲଗ୍‍

ମହାନିଷ୍କ୍ରମଣ
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

“ମୁଁ ଯାଉଛି, ତୁମେମାନେ ଫେରିଯାଅ–ବିଦାୟ ମୁହୂର୍ତ୍ତରେ ଏହାଥିଲା ତାଙ୍କର ଶେଷ ଉକ୍ତି । ମୁଁ କେବଳ ନିର୍ବାକ ଓ ନିସ୍ପନ୍ଦ ଭାବରେ ଠିଆହୋଇ ରହିଲି, ପ୍ରଣାମ କରିବାକୁ ମଧ୍ୟ ଭୁଲିଗଲି । ରାତ୍ରିରେ ଗୋମୋ ଷ୍ଟେସନର ନିର୍ଜନ ଓଭରବ୍ରିଜ ଦେଇ ଦାଦା ତାଙ୍କ ସ୍ଵଭାବସିଦ୍ଧ ଦୃପ୍ତ ଅଥଚ ଧୀର ଭଙ୍ଗିରେ ଚାଲିଯାଉଥାନ୍ତି, ମୁଣ୍ଡରେ ମାଲପତ୍ର ନେଇ କୁଲିଟି ଆଗରେ ଚାଲିଥାଏ–ଚିରଦିନ ପାଇଁ ଏହି ଛବିଟି ମୋ’ ମନରେ ମୁଦ୍ରିତ ହୋଇ ରହିଲା । ସେ’ପାଖର ସିଡ଼ିରେ ଓହ୍ଲାଇ ଦାଦା ପ୍ଲାଟଫର୍ମ ଆଡ଼କୁ ଯାଉ ଯାଉ ଅନ୍ଧକାରରେ ମିଶିଗଲେ ।

ଭାଷାନ୍ତର - କିଶଳୟ ବ୍ୟାନାର୍ଜୀ
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll