ଓଡ଼ିଆ ବ୍ଲଗ୍‍

ଗାଁ ମାଟି ଡାକେ
ତାରିଖ : ଡିସେମ୍ବର ୧୯, ୨୦୨୫

ମାଟିରୁ ଫଳୁଥିଲା ସୁନା । ମାଟିର ସ୍ନେହ ଯେପରି ଅଜାଡ଼ିହୋଇ ପଡ଼ୁଥିଲା ଏଇ ମଣିଷ ସମାଜପ୍ରତି । କିନ୍ତୁ ସେ ବର୍ଷ ଏଇ ମାଟି ପାଲଟିଗଲା ବଡ଼ ନିଷ୍ଠୁର । ଆକାଶରୁ ମେଘ ଉଡ଼ିଗଲା କୁଆଡ଼େ । ଅନାବୃଷ୍ଟି ହେତୁ ଫସଲ ଅକାଳ ମରଣକୁ ବରଣ କଲା । ବିଲର ପଡ଼ିଆ ଖାଁ ଖାଁ ଗୋଡ଼ାଇଲା ।

ଲେଖକ- ଶ୍ରୀ ଶୁକଦେବ ସାହୁ
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 10










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll