ଓଡ଼ିଆ ବ୍ଲଗ୍‍

ଧୂପକାଠି
ତାରିଖ : ସେପ୍ଟେମ୍ବର ୮, ୨୦୨୫

ମନରେ ପ୍ରଶ୍ନ ଉଠୁଥିବ ଦୁନିଆଯାକ ସବୁ ମିଛ । ମିଛ ନ କହିଲେ, ମିଛ ରାସ୍ତାରେ ନ ଚଳିଲେ ଯେମିତି ବାଟ ଚାଲିହେବ ନାହିଁ ? ନୁହଁ କି ? କାରଣ,ସବୁବେଳେ ସବୁଠି ଠକେଇ । ପେଟରେ ଗୋଟାଏ କଥା । ମନରେ ଗୋଟାଏ କଥା । ମନରେ ଗୋଟାଏ କଥା ପୂରାଇ ଅନ୍ୟକୁ ଅନ୍ୟ କୌଣସି କଥା କହିବା ଯିମିତି ଅଭ୍ୟାସ ହୋଇଯାଇଛି ।

 
ଲେଖକ-  ଶ୍ରୀ ଯୋଗୀନ୍ଦ୍ର ପଟ୍ଟନାୟକ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll