ଓଡ଼ିଆ ବ୍ଲଗ୍‍

ଦେଶ, କାଳ ପାତ୍ର ଓ ମନୀଷୀ ଫକୀରମୋହନ
ତାରିଖ : ସେପ୍ଟେମ୍ବର ୨୦, ୨୦୨୫

ଉତ୍କଳ ଦୀପିକାର ପୃଷ୍ଠାରେ ରାଜେନ୍ଦ୍ରଲାଲ ମିତ୍ରଙ୍କ ଯୁକ୍ତି ଖଣ୍ଡନ କରିବାକୁ ଯାଇ ଗୌରୀଶଙ୍କର ଏପରି ଗୋଟିଏ ପ୍ରସଙ୍ଗ ଉତ୍‍ଥାପନ କଲେ, ଯାହାକୁ ପରବର୍ତ୍ତୀ ଓଡ଼ିଆ ଜାତୀୟତାବାଦୀମାନେ ମୂଳ ଲକ୍ଷ୍ୟଭାବେ ଧରିନେଲେ; ଅର୍ଥାତ୍‍ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ । ଗୌରୀଶଙ୍କର ଯୁକ୍ତି କରି ପ୍ରତିପାଦନ କରିବାକୁ ଚେଷ୍ଟା କଲେ ଯେ, ଗଞ୍ଜାମ, ଗଡ଼ଜାତ, ସମ୍ବଲପୁର, ମୋଗଲବନ୍ଦୀ ପ୍ରଭୃତି ସବୁ ଓଡ଼ିଆ ଭାଷଭାଷୀ ଅଞ୍ଚଳଗୁଡ଼ିକ ଏକତ୍ରୀକରଣ ହେଲେ ସେମାନଙ୍କ ପକ୍ଷରେ ଗୋଟିଏ ଆଧୁନିକ ଛପା ସାହିତ୍ୟ ବଞ୍ଚାଇ ରଖିବା ଅସମ୍ଭବ ହେବ ନାହିଁ । ଇତିହାସ ଗୌରୀଶଙ୍କରଙ୍କ ସପକ୍ଷରେ ରାୟ ଦେଇ ସାରିଲାଣି ।

 
ଲେଖକ- ଡଃ ଜେ ଭି ବୋଲ୍‌ଟନ
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର:୧୪
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll