ଓଡ଼ିଆ ବ୍ଲଗ୍‍

ଆଖି
ତାରିଖ : ସେପ୍ଟେମ୍ବର ୮, ୨୦୨୫

ଜୀବନ ହେଉଛି ଗୋଟିଏ ଦଦରା ଶଙ୍ଖ । କେତେବେଳେ ଭାଜିଯାଏ କହିହୁଏନା । ଭଙ୍ଗାଦେହ ଭିତରେ ଶଙ୍ଖତଳର ଜଳ ଭଳି ରକ୍ତର ସ୍ରୋତ କେତେବେଳେ ଶୁଖିଯାଏ ବାରି ହୁଏନା । ଆଧୁନିକ ସଭ୍ୟତାରେ ମଣିଷର ଆଖି ଏକ ଲୁବ୍‌ଧକର ଦୃଷ୍ଟି । ତା’ର ଦୃଷ୍ଟିରେ ଗୁଳିରେ ଏକ ନିହତ ସୂର୍ଯ୍ୟାସ୍ତ । ମୃତ ପ୍ରଜାପତିର ଡେଣାରେ ଅନେକ ଅଫୁଟା କୁସୁମର ଆଖି ପରି ଚିନ୍ତାର ପରରୁ ଖସିପଡ଼ିଛି ତା’ର ବିବିଧ ବିଭକ୍ତ ପୃଥିବୀର ଦୃଷ୍ଟି ।

 
ଲେଖକ-  ପ୍ରସନ୍ନ ପାଟ୍ଟଶାଣୀ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll