ଓଡ଼ିଆ ବ୍ଲଗ୍‍

ଚଲାପଥର ଗୀତିଗାଥା
ତାରିଖ : ସେପ୍ଟେମ୍ବର ୧୮, ୨୦୨୫

ଜନନୀ ହିଁ ନିଜର ସ୍ନେହ ଢାଳି ସନ୍ତାନକୁ ଗଢ଼ିତୋଳେ, ସେଥିପାଇଁ ଯୁଗ ଯୁଗରୁ ଜନନୀର ଗୌରବ ଗାଥା ଜନମାନସର ଅଭିବ୍ୟକ୍ତିରେ ସୁସ୍ପଷ୍ଟ । କିନ୍ତୁ ନିଷ୍ପାପ ଶିଶୁଟି ତା’ର ଜନନୀକୁ ଯାହା ଓଜାଡ଼ି ଦିଏ, ସେ ବି କ’ଣ କମ୍‍ ? ସେ ନିସ୍ୱ ହୋଇ ସଂସାରକୁ ଆସିଥାଏ ସତ, କିନ୍ତୁ ତା’ର ଓଠରେ ମନଲୋଭା ହସଟିକକ, ଶୈଶବର ନିଷ୍କପଟ ସରଳତା, ଜୋଚ୍ଛନାର ସ୍ନିଗ୍ଧତାରୁ ସାଉଁଟା ମୁଖକାନ୍ତି, ଦରୋଟି ଦୁର୍ବୋଧ୍ୟ ଭାଷାର ମୂଲ୍ୟ କିଏ ବା ଦେଇପାରିବ ? ଏସବୁ ହିଁ ତା’ର ଐଶ୍ୱର୍ଯ୍ୟ । ଏହାର ପ୍ରତିବଦଳରେ ସେ ସେବା, ଯତ୍ନ ସବୁ ଛାଏଁ ଛାଏଁ ପାଇଯାଏ । ଭିକାରୀ ଭଳି ରିକ୍ତ ହସ୍ତରେ ସେ କିଛି ମାଗି ନିଏନି ।

 
ଲେଖକ- ବିଭୂତିଭୂଷଣ ବନ୍ଦ୍ୟୋପାଧ୍ୟାୟ, ଡକ୍ଟର ହରିପଦ ଶତପଥୀ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll