ଓଡ଼ିଆ ବ୍ଲଗ୍‍

ମାୟା
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ଆଜି ନୂଆଗାଁର ସ୍ମୃତି ଆକସ୍ମିକ ଭାବେ ତନ୍ମୟ ମହାପାତ୍ରର ଆବେଗହୀନ ମନଟିକୁ ଦୁର୍ବଳ କରିଦେଉଛି । ତା’ପରି ଗୋଟେ ଡାକ୍ତର, ଯିଏ ସାରା ଜୀବନ ନିଜ କ୍ୟାରିୟର୍‌, ନିଜର ଅର୍ଥନୈତିକ ସ୍ୱଚ୍ଛଳତା, ସାମାଜିକ ସ୍ଥିତି ଓ ପତିଆରା ପ୍ରତିଷ୍ଠା ପାଇଁ ବିତେଇ ଆସିଥିଲା, ଆଜି ହଠାତ୍‌ ଗୋଟେ ମଫସଲୀ ଗାଁର ସ୍ମୃତିକୁ ନେଇ ଭାବପ୍ରବଣ ହୋଇଉଠିଛି । ତାକୁ ଲାଗୁଛି ଏତେ ଦ୍ରୁତଗତିରେ ଧାଇଁବା ହୁଏତ ପ୍ରୟୋଜନ ନ ଥିଲା । ବୋଧହୁଏ ସେଇଥିପାଇଁ ଆଜି ଜୀବନର ପ୍ରାପ୍ତି ଓ ପ୍ରାଚୁର୍ଯ୍ୟ ସାମ୍ନାରେ ଅପ୍ରାପ୍ତି ଓ ଅବସୋସର ତାଲିକା ଦୀର୍ଘ ଏବଂ ଓଜନିଆ ମନେ ହେଉଛି ।

 

ଲେଖକ– ଗୌରହରି ଦାସ
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll