ଓଡ଼ିଆ ବ୍ଲଗ୍‍

ଓଡ଼ିଶାର ପତ୍ରପତ୍ରିକା ଓ ଆଦ୍ୟ ପ୍ରକାଶିତ ଓଡ଼ିଆ ପୁସ୍ତକ
ତାରିଖ : ସେପ୍ଟେମ୍ବର ୮, ୨୦୨୫

ଆଧୁନିକ ସଭ୍ୟତା ଓ ସାହିତ୍ୟର ବିକାଶ ସହିତ ପତ୍ରପତ୍ରିକାର ଇତିହାସ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଏ ଦେଶରେ ଇଂରେଜୀ ଶିକ୍ଷାର ପ୍ରସାର ହୋଇ ନଥିଲେ ପତ୍ରପତ୍ରିକାର ଅଭ୍ୟୁଦୟ ସମ୍ଭବ ହୋଇନଥାନ୍ତା । କାରଣ ଇଂରେଜ ଶାସକଗଣଙ୍କ ଜରିଆରେ ପାଶ୍ଚାତ୍ୟ ବୈଜ୍ଞାନିକ ସଭ୍ୟତାର ସ୍ପର୍ଶ ଭାରତଭୂମି ଗ୍ରହଣ କରିଥିଲା । ଫଳରେ ଊନବିଂଶ ଶତାବ୍ଦୀରେ ଭାରତରେ ନବଜାଗରଣ (ରେନେଁସା) ସମ୍ଭବ ହୋଇଥିଲା । ଏ ଦେଶରେ ସେତେବେଳେ ରାଜପଣ କରୁଥାଏ ଦାରୁଣ ହୀନମନ୍ୟତାର ଗ୍ଳାନି । କୁସଂସ୍କାର ଜନିତ ବଦ୍ଧମୂଳ ଧାରଣାରୁ ଜନସାଧାରଣ ମୁକ୍ତ ହୋଇ ପାରୁନଥାନ୍ତି । ନାନା ଅନ୍ଧବିଶ୍ୱାସ ସମଗ୍ର ସମାଜ ଜୀବନକୁ ଆଚ୍ଛନ୍ନ କରି ରଖିଥାଏ ।

 
ଲେଖକ-  ଶ୍ରୀ ପଠାଣି ପଟ୍ଟନାୟକ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll