ଓଡ଼ିଆ ବ୍ଲଗ୍‍

ଚଲାପଥର ଗୀତିଗାଥା
ତାରିଖ : ସେପ୍ଟେମ୍ବର ୨୩, ୨୦୨୫

ହରିହରର ପୂର୍ବପଟ ଭିଟାରେ ଥିବା ଛପର ଘରଟି ଅନେକ ଦିନ ଧରି ମରାମତି ନ ହୋଇ ପଡ଼ିଛି । ବୁଢ଼ୀ ଏହି ଘରଟିରେ ରହେ । ଗୋଟିଏ ବାଉଁଶ ଆଲଣାରେ ଖଣ୍ଡେ ଦୁଇଖଣ୍ଡ ଛିଣ୍ଡା ମଇଳା ଥାନ ଲୁଗା ଥୁଆ ହୋଇଥାଏ । ଛିଣ୍ଡା ଜାଗାଗୁଡ଼ିକ ଦୁଇପଟୁ ଏକା ସାଙ୍ଗରେ ଗଣ୍ଠି ଗଣ୍ଠି ହୋଇ ବନ୍ଧା । ଆଜିକାଲି ବୁଢ଼ୀ ଆଖିକୁ ଦେଖାଯାଏନି, ଛୁଞ୍ଚିରେ ସୂତା ପୂରାଇ ପାରେନି ।
 
ଲେଖକ- ବିଭୂତିଭୂଷଣ ବନ୍ଦ୍ୟୋପାଧ୍ୟାୟ, ଡକ୍ଟର ହରିପଦ ଶତପଥୀ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୨୦









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll