ଓଡ଼ିଆ ବ୍ଲଗ୍‍

ହା-ଅନ୍ନ
ତାରିଖ : ସେପ୍ଟେମ୍ବର ୨୨, ୨୦୨୫

କୁଆଁର ପୁନେଇଁ । ସଞ୍ଜ ପହର । ଜହ୍ନିଫୁଲ ପରି ତୋରା ଜହ୍ନ ଆକାଶ କୋଳକୁ ଉଠି ଆସିଲାଣି । ତାଆର ତୋରା କଅଁଳ ଆଲୁଅରେ ସାରା ପ୍ରକୃତି ନୂଆ ଆନନ୍ଦରେ ହସିଉଠୁଛି । ସଫାସୁତୁରା ମେଘହୀନ ନେଳିଆ ଆକାଶର ଦେହକୁ କିଏ ରୂପେଲୀ ପାଣିରେ ଧୋଇ ଦେଇଛି । ଚାରିଆଡ଼େ ଆନନ୍ଦ । ଚାରିଆଡ଼େ ଫୂର୍ତ୍ତି । କାହାରି ମନରେ ବିରସ ଭାବ ନାହିଁ । ମୁହଁରେ ବିଷାଦର ମଳିନତା ଦେଖାନାହିଁ । ପିଲାଛୁଆରୁ ବୁଢ଼ାବୁଢ଼ୀ ଯାଏ ସଭିଏଁ ଆଜି ଉତ୍ସବରେ ମଜ୍ଜି ରହିଛନ୍ତି ।

 

ଲେଖକ- କାହ୍ନୁଚରଣ ମହାନ୍ତି 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୯
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll