ଓଡ଼ିଆ ବ୍ଲଗ୍‍

ଗୋପବନ୍ଧୁ
ତାରିଖ : ସେପ୍ଟେମ୍ବର ୮, ୨୦୨୫

ଏତିକିରେ ବାପ ଆଖିରୁ ଦୁଇ ଧାର ଲୁହ ଗଡ଼ିପଡ଼ିଲା । ସେ କାନ୍ଦ କାନ୍ଦ ସ୍ଵରରେ କହିଲେ– ମୁଁ ପୁଅକୁ ଠାକୁରଙ୍କ ଜିମା ଦେଇଗଲି । ତୁମେ ତ ଅଛ । ମୁଁ ଏଠି ରହିଲେ ଆଉ ଅଧିକା କଅଣ କରିବି ? ଯଦି ଠାକୁରଙ୍କର ତାକୁ ନେଇଯିବାର ବରାଦ ଥିବ, ତେବେ ମୁଁ କ’ଣ ରଖିପାରିବି-? ପୁଣି ଦେଖ, ମୁଁ ଯଦି ମୋର ଗୋଟିଏ ପୁଅ ପାଇଁ ଏଠି ବସିରହିବି, ତେବେ ତେଣେ ଯେ ଶହଶହ ବାପା ମା’ ସେମାନଙ୍କ ପୁଅ ଝିଅମାନଙ୍କୁ ହରାଇବେ । ଶହଶହ ବାପା ମାଆଙ୍କ ଶୋକ ଯେବେ ଦୂର ହେବ, ସେଇ କ’ଣ ମୋର ଯଥେଷ୍ଟ ନୁହେଁ ? ଗୋଟିଏ ପୁଅ ବଡ଼ ନା ଶହଶହ ପୁଅ ବଡ଼ ? 

 
ଲେଖକ-  ଉଦୟନାଥ ଷଡ଼ଙ୍ଗୀ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll