ଓଡ଼ିଆ ବ୍ଲଗ୍‍

ଲଳିତ ଲବଙ୍ଗଲତା
ତାରିଖ : ସେପ୍ଟେମ୍ବର ୧୯, ୨୦୨୫

ଯମୁନା କୂଳରେ ମନୋରମ କେଳିକୁଞ୍ଜ । ଜୁଇ, ଜାଇ, ନିଆଳୀ, ମାଧବୀଲତାର କୁସୁମରାଜିରେ ବିମଣ୍ଡିତ ମଣ୍ଡପ । କଦମ୍ବ ବୃକ୍ଷ ମୂଳର କୋମଳ ସବୁଜପତ୍ର ଏବଂ ପୁଷ୍ପଶଯ୍ୟାରେ ଶାୟିତ ନବଘନ ଇନ୍ଦ୍ରନୀଳ କାନ୍ତି ଜଣା ଶ୍ରୀକୃଷ୍ଣ । ବଂଶୀର ବିମୋହିତ ସ୍ଵର ଝଙ୍କାରରେ ପ୍ରେମ ବିଭୋର ଉପବନ । ସେହି ନବୀନ ନୀଳଘନ ପଦ୍ମପାଦର ସେବାରେ ଆନମନା ବିମୋହିତା କେଳି ପ୍ରିୟା ରାଧାରାଣୀ । ପାର୍ଶ୍ଵ ଦେଶରେ ଅପେକ୍ଷମାଣା ସଖୀ ଲଳିତା ଏବଂ ବିଶାଖା ।

 
ଲେଖକ- ଡକ୍ଟର ବ୍ରଜମୋହନ ମହାନ୍ତି 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll