ଓଡ଼ିଆ ବ୍ଲଗ୍‍

ଭୂୟାଁ ଜାତି (ଆଚାର ବ୍ୟବହାର)
ତାରିଖ : ସେପ୍ଟେମ୍ବର ୨୩, ୨୦୨୫

ଭୂୟାଁମାନେ ଏକତ୍ରିତ ହୋଇ ବାସ କରନ୍ତି । ଅନ୍ୟାନ୍ୟ ଜାତିମାନଙ୍କଠାରୁ ମଧ୍ୟ ପୃଥକ୍ ରହନ୍ତି । କୌଣସି ସାମାନ୍ୟ ବିଷୟରେ କିଛି ବିଚାର କରିବାକୁ ହେଲେ ସମସ୍ତେ ଏକତ୍ରିତ ହୋଇ ବସି ବିଚାର କରନ୍ତି ଓ ସମସ୍ତଙ୍କ ମତର ଐକ୍ୟାନୁସାରେ କାର୍ଯ୍ୟ କରନ୍ତି । ଏହି ପ୍ରଥାର ବଶବର୍ତ୍ତୀ ଥିବାରୁ କେହି ସେମାନଙ୍କ ମଧ୍ୟରୁ କୌଣସି ଲୋକକୁ ରାଜସ୍ୱ ଆଦାୟ ଦେବାକୁ କହିଲେ ସେ ‘‘ଅନ୍ୟମାନେ ଦେଲେ ମୁଁ ଦେବି” ଏହି ଉତ୍ତର ଦେଇ ଆସେ । ଯଦି ରାଜସ୍ଵ ସଂଗ୍ରହକାରୀ ଗୋଟିଏ ଗ୍ରାମର ରାଜସ୍ୱ ଆଦାୟ କରିପାରେ, ତେବେ ତାହାକୁ ଅନ୍ୟଗ୍ରାମ ମଧ୍ୟରେ କୌଣସି ଅସୁବିଧା ହୁଏ ନାହିଁ, କାରଣ ଗୋଟିଏ ଗ୍ରାମରୁ ଆଦାୟ ହେଲେ ଏ ଖବର ଅନ୍ୟଗ୍ରାମରେ ପ୍ରଚାରିତ ହୁଏ ଏବଂ ଅନ୍ୟ ଗ୍ରାମବାସୀମାନେ ଆହୂତ ନ ହୋଇ ଆପଣା ଅପଣା ଦେୟ ଦେଇଯାନ୍ତି ।
 
 
ଲେଖକ- କେଶବ ଚନ୍ଦ୍ର ମିଶ୍ର 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୨୧









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll