ଓଡ଼ିଆ ବ୍ଲଗ୍‍

ସେପଟ ଦୁନିଆ
ତାରିଖ : ଡିସେମ୍ବର ୧୯, ୨୦୨୫

ଇଂରେଜ ସରକାରଙ୍କ ଦରବାର ପାଇଁ ବ୍ୟବହୃତ ନିମନ୍ତ୍ରଣ ଉପରେ ଲାଗିଥିବା ତାଙ୍କର ୧୯୨୮ ମସିହାର ଫଟୋଟିଏ ଦେଖିଥିଲି । ସେଥିରେ ସେ କୌଣସି ପୋଷାକ ପିନ୍ଧି ନଥିଲେ । ସେ କେନ୍ଦ୍ର ଲାଟସଭାର ମେମ୍ୱର ଓ କଂଗ୍ରେସ ଦଳ (ସେତେବେଳର ବିରୋଧୀଦଳ)ର ସମ୍ପାଦକ ଥିଲାବେଳେ ଦରବାରକୁ ତାଙ୍କୁ ଡାକରା ଆସିଥିଲା । ସେଥିରେ ଲେଖାଥିଲା–ଅଫିସରମାନେ ଇଂରେଜ ସରକାରୀ ପୋଷାକ ପିନ୍ଧି ଆସିବେ ଓ ଅନ୍ୟମାନେ ମର୍ଣ୍ଣିଂ ଡ୍ରେସ୍ ବା ସକାଳ ପୋଷାକ ପିନ୍ଧି ଆସିବେ । ଯେଉଁ ପୋଷାକ ପିନ୍ଧି ଆସିବା କଥା, ସେଇ ପୋଷାକ ପିନ୍ଧି ଫଟୋ ନେବେ ଓ ଚିହ୍ନଟପାଇଁ ସେ ଫଟୋଟି ନିମନ୍ତ୍ରଣ କାର୍ଡ଼ରେ ଲଗାହେବ ।

ଲେଖକ- ଡକ୍ଟର ବିକ୍ରମ ଦାସ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 14










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll