ଓଡ଼ିଆ ବ୍ଲଗ୍‍

କିଶୋରୀଚରଣ
ତାରିଖ : ଡିସେମ୍ବର ୧୯, ୨୦୨୫

କେବେ କେବେ ପାଗଯୋଗ ଅନୁକୂଳ ଥିଲେ ଜେଜେ ଓ ସେ ବାହାରି ପଡ଼ନ୍ତି ନଗର ଭ୍ରମଣରେ; ଗୋଟିଏ ହାତଟଣା ରିକ୍ସାରେ । ସେମାନେ ଯାଆନ୍ତି କିଲ୍ଲା ପଡ଼ିଆକୁ । ସେଇଠି ଓହ୍ଲାଇ ପଡ଼ନ୍ତି । ତା’ର ଘାସଗାଲିଚା ଉପରେ ବସି ନିରବରେ ପ୍ରକୃତିକୁ କେବଳ ଉପଭୋଗ କରନ୍ତି ବହୁତ ସମୟ ପର୍ଯ୍ୟନ୍ତ । କେବେ ତାଙ୍କ ହାତ ଡବାରୁ ସେ ବାହାର କରି ଆଣନ୍ତି ଶିଝା ବାଦାମକୁ । ଚୋପା ଛଡ଼େଇ ସେ ଓ କେଶବ ତାକୁ ପାଟିରେ ପକାନ୍ତି ଓ ପ୍ରକୃତିକୁ ମନଭରି ଉପଭୋଗ କରନ୍ତି । ନୀରବତାର ଉପଭୋଗ ଏକ ଭିନ୍ନ ଅନୁଭବ ମାତ୍ର । ଏହି ଅନୁଭବ ତାଙ୍କ କବିଭାବକୁ ନିଶ୍ଚିତ ଭାବରେ ସମୃଦ୍ଧ କରି ତୋଳି ଧରିଥିବ ସେଦିନ ।

ଲେଖକ- ଡକ୍ଟର ବିଜୟାନନ୍ଦ ସିଂହ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 22










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll