ଓଡ଼ିଆ ବ୍ଲଗ୍‍

ସୁନାର ଓଡ଼ିଶା
ତାରିଖ : ସେପ୍ଟେମ୍ବର ୨୪, ୨୦୨୫

‘‘ଯେତେବେଳେ ଓଡ଼ିଶାରେ ଶିଳ୍ପକାରଖାନା ଯଥେଷ୍ଟ ପରିମାଣରେ ବଢ଼ିଯିବ, ଉନ୍ନତ ରାସ୍ତାଘାଟ ଚାରିଆଡ଼େ ଖୋଲିଯିବ, ଲୋକଙ୍କର ଆର୍ଥିକ ସଂସ୍ଥା ଉନ୍ନତ ହେବା ସଙ୍ଗେ ସଙ୍ଗେ ବନ୍ୟା, ରୋଗ, ଦୁର୍ଭିକ୍ଷ ଆଦି ଦୂର ହୋଇ ଓଡ଼ିଶାର ଗାଁ ଗହଳ ହସିଉଠିବ, ସେତେବେଳେ ଓଡ଼ିଶାର ଲୋକମାନେ ଶ୍ରମ ସାରି ଖୋଜି ବସିବେ ଉପଯୁକ୍ତ ଖେଳ କୌତୁକ, ଆମୋଦ ପ୍ରମୋଦ-। ଶିଳ୍ପ ଓ ଶ୍ରମ ସଙ୍ଗେ ସଙ୍ଗେ ଆମୋଦ ପ୍ରମୋଦରି ବିକାଶ ଦିଗରେ ଯଥେଷ୍ଟ ଦୃଷ୍ଟି ଦେବା ପ୍ରତ୍ୟେକ ଶିଳ୍ପବିଶେଷଜ୍ଞର କର୍ତ୍ତବ୍ୟ ।

ଲେଖକ- ଡକ୍ଟର ଗୋକୁଳାନନ୍ଦ ମହାପାତ୍ର 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୨୨









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll