ପୁରୋଦୃଷ୍ଟି

ଜାତିର ସ୍ୱାଭିମାନ ମୁଖ୍ୟତଃ ତାହାର ଭାଷା ଓ ସଂସ୍କୃତି ଉପରେ ନିର୍ଭରଶୀଳ ଥିବାରୁ ଏଥିପ୍ରତି ସଚେତନ ରହି, ଓଡ଼ିଆ ଭାଷା ଓ ସଂସ୍କୃତିର ବିଭିନ୍ନ ସମ୍ପଦକୁ ସୁରକ୍ଷିତ, ବିକଶିତ କରିବା ସହ ବର୍ତ୍ତମାନ ଓ ଭବିଷ୍ୟତ ପିଢି ସମ୍ମୁଖରେ ଓଡ଼ିଆକୁ ଜ୍ଞାନ ଓ ବିଜ୍ଞାନର ଭାଷାରୂପେ ଉପସ୍ଥାପନ କରିବା ।

 

Copyright © 2024 Odia Virtual Academy. All rights reserved      Total Visitors-   1

scroll