ଶ୍ରୀ ଅଶ୍ୱିନୀ କୁମାର ମିଶ୍ର

ଆବିର୍ଭାବ :- ୦୨-୦୪-୧୯୫୩
ଜନ୍ମସ୍ଥାନ :- ଓଡ଼ିଶାର, ସମ୍ବଲପୁର

ସୁବିଖ୍ୟାତ କବି ଶ୍ରୀ ଅଶ୍ଵିନୀ କୁମାର ମିଶ୍ର ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଛନ୍ତି । ତାଙ୍କ ପିତାଙ୍କ ନାମ ଶ୍ରୀ ଚନ୍ଦ୍ରଶେଖର ମିଶ୍ର ଓ ମାତାଙ୍କ ନାମ ଶ୍ରୀମତୀ ରାସେଶ୍ଵରୀ ମିଶ୍ର ଅଟେ । ପ୍ରାଥମିକ ଶିକ୍ଷା ସମାପ୍ତ କରି ଶ୍ରୀ ମିଶ୍ର ଇଂରାଜୀରେ ଏମ.ଏ ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟ ସରକାରଙ୍କ ଅଧୀନରେ ସେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଜର ଦାୟିତ୍ଵ ନିର୍ବାହ କରିଛନ୍ତି । ସେ ଓଡ଼ିଆ ସାହିତ୍ୟ ଏକାଡେମୀର ସଚିବ ଭାବେ କାର୍ଯ୍ୟ କରିଛନ୍ତି । ସେ ଏକାଧାରରେ ଜଣେ କବି, ଗାଳ୍ପିକ ଓ ସମାଲୋଚକ ଅଟନ୍ତି ।

ରଚନବଳୀ – ନଖଦର୍ପଣ, ଚନ୍ଦ୍ରବନ୍ଧନୀ, ସାକ୍ଷାତର ଦିନ, ବନବାସ ଓ ଅନ୍ୟାନ୍ୟ କବିତା, ଅରଣ୍ୟ ସଙ୍ଗୀତ, କଥୋପକଥନ, ମହାବାତ୍ୟାର ଆଖି, ମାଟି ମୁହାଂଶ, ସ୍ଫଟିକ କାବ୍ୟାଲୋକ, ନେତ୍ରାତିଥି, ମହା ଦିଗନ୍ତ, ଫିଟ୍‍ ଇନ୍‍ ଦି ଭ୍ୟାଲି


ରଚନାବଳୀ

Copyright © 2025 Odia Virtual Academy. All rights reserved      Total Visitors-   1

scroll