ପୂର୍ବଜନ୍ମ ବୋଲି ହିନ୍ଦୁ ଶାସ୍ତ୍ରରେ କେତେ କେତେ ଲେଖା ନ ରହିଛି ! ତାହାକି ମିଛ ପାଲଟିଯିବ ! ସେହି ପୂର୍ବଜନ୍ମର କର୍ମଫଳ ପ୍ରତ୍ୟେକଙ୍କୁ ଏ ଜନ୍ମରେ ଭୋଗିବାକୁ ପଡ଼ିବ । ତାହା ହେବହିଁ ହେବ । ପୂର୍ବ ଜନ୍ମର କର୍ମ ମାନବ ଯଦି ଜାଣି ପାରୁଥାନ୍ତା ତେବେ ଅବା ଟିକିଏ ସାବଧାନ ହୋଇ ଚଳୁଥାନ୍ତା । ମାତ୍ର ସେତକତ ମନୁଷ୍ୟ ହାତରେ ନାହିଁ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy